ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଦେଶର ବିଭିନ୍ୟ ରାଜ୍ୟର ନୃତ୍ୟ ପରିବେଷଣ କରିଥିଲେ ଏହି କୁନି କୁନି ପିଲା । ଓଡିଶୀ ଠାରୁ ଆରମ୍ଭ କରି ବିହୁ , ଛଉ ନୃତ୍ୟ ଦେଖିବାକୁ ମିଳିଥିଲା
#ParikshyaPechanrcha #Culturalevents #NewDelhi #OdishiDance #ArgusNews